ଭଗତ ସିଂହକୁ ସହିଦ ମାନ୍ୟତା ଆବେଦନ ହାଇକୋର୍ଟରେ ଖାରଜ୍‌

ନୂଆଦିଲ୍ଲୀ: ସ୍ୱାଧିନତା ସଂଗ୍ରାମୀ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ମାନ୍ୟତା ନେଇ ଆବେଦନ ହୋଇଥିବା ଏକ ଜନସ୍ୱାର୍ଥ୍ୟ ମାମଲା କୋର୍ଟରେ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟରେ ଏହି ମାମଲା ଖାରଜ୍‌ ହୋଇଯାଇଛି। ମାମଲାର ଶୁଣାଣି ବେଳେ ସମ୍ପୃକ୍ତ ଆବେଦନକାରୀଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। କହିଥିଲେ ଆଇନର ବିଧିବ୍ୟବସ୍ଥାରେ ସେମିତି କିଛି ପ୍ରାବଧାନ ରହିଛି କି ଯେଉଁଥିରେ ସହିଦର ସ୍ୱିକୃତୀ ଦିଆଯାଇପାରିବ। ଅର୍ଥାତ ସମ୍ବିଧାନର କେଉଁ ନୀତିନିୟମ ଅଧାରରେ … Continue reading ଭଗତ ସିଂହକୁ ସହିଦ ମାନ୍ୟତା ଆବେଦନ ହାଇକୋର୍ଟରେ ଖାରଜ୍‌